Jump to content

ମିନା କରିବା

ଉଇକିଅଭିଧାନ‌ରୁ

ମିନା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମିନା ଫୁଙ୍କିବା, ମିନା ବସା (ସେ)ଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସୁନା ଅଳଙ୍କାର ଉପରେ ଜଡ଼ାଉ କାମ କରିବା —୧. To set or overlay ornaments with gems or layers of enamel.
୨. ଅନ୍ୟ ଧାତୁ ଉପରେ ସୁନାର ବା ରୂପାର ଗିଳ୍ଟି କରିବା — ୨. To gild ornaments.