Jump to content

ମିମନ୍ଥିଷା

ଉଇକିଅଭିଧାନ‌ରୁ

ମିମନ୍ଥିଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନ୍ଥ୍ ଧାତୁ+ସନ୍ ବା ଇଚ୍ଛାର୍ଥେ. ଦ୍ୱିତ୍ୱ+ଭାବ. ଆ)

[ସମ୍ପାଦନା]
୧. ମନ୍ଥନ କରିବା ଇଚ୍ଛା —୧. A wish to churn.
୨. ବଧ ବା ବିନାଶ କରିବା ଇଚ୍ଛା —୨. A wish to destroy or kill.