Jump to content

ମିମିକ୍ଷା

ଉଇକିଅଭିଧାନ‌ରୁ

ମିମିକ୍ଷା

ଉଚ୍ଚାରଣ

[ସମ୍ପାଦନା]

(ମିମିକ୍ଷୁ—ବିଣ)

ସଂସ୍କୃତ - ବିଶେଷ୍ୟ - (ମିହ୍ ଧାତୁ=ସେଚନ କରିବା+ସନ୍. ଅ+ଆ)

[ସମ୍ପାଦନା]

ପ୍ରସ୍ରାବ କରିବାର ଇଚ୍ଛା; ମୂତ୍ରତ୍ୟାଗେଚ୍ଛା —Desire to pass urine.