ମିରଗିଲଣ୍ଡି
ଦେଖଣା
ମିରଗିଲଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିରଗିଲଣ୍ଡି
|
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ମୃଗର ବିଷ୍ଠାଗୋଲକ —The globules of the dung of the deer.
ପ୍ରାଦେଶିକ - (ଖୋରଧା ଓ ଗଡଜାତ)ବି
[ସମ୍ପାଦନା]ଟାଣୁଆ ବା ହାଡ଼ୁଆ କାଠ ବିଶିଷ୍ଟ ଏକ ପ୍ରକାର ଝମ୍ପୁଡ଼ିଆ ବୁଦା — Gnelum Sanden (Haines).
[ଦ୍ରଷ୍ଟବ୍ୟ —ଏହାର ପତ୍ର ତିନି ଇଞ୍ଚଠାରୁ ଆଠ ଇଞ୍ଚ ଲମ୍ୱ ଓ ୨ଇଞ୍ଚଠାରୁ ୪ ଇଞ୍ଚ ଓସାର ହୋଇଥାଏ ]