ମିରାସ୍ଦାର୍
ଦେଖଣା
ମିରାସ୍ଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - (ଫାରାସୀ - ମିରାସ୍=ଉତ୍ତ— ରାଧିକାରି ରୂପେ ପ୍ରାପ୍ତ ପୈତୃକ ସମ୍ପତ୍ତି+ଦାର୍)
[ସମ୍ପାଦନା]ଗ୍ରାମର କାନୁନଗୋ କର୍ମ କରିବା ପାଇଁ ସରକାରଙ୍କଠାରୁ ବା ରାଜାଙ୍କଠାରୁ ପୁରୁଷାନୁକ୍ରମେ ଜାଗିରି ପାଇଥିବା କର୍ମଚାରୀ; ଗ୍ରୁପ୍ କରଣ;
[ଦ୍ରଷ୍ଟବ୍ୟ —ଏମାନେ ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରନ୍ତି, ଜନ୍ମ ମୃତ୍ୟୁ ତାଲିକା ରଖନ୍ତି ଗ୍ରାମର ରାଜ— କୀୟ କର୍ମ ଓ ହିସାବ ଲେଖାଲେଖି କରନ୍ତି] —A hereditary village Kanungo in the district of Ganjam in Orissa.