ମିରିକାଳି
(ମିର୍କାଳି—ଅନ୍ୟରୂପ)
ରୋହିଜାତୀୟ ଅପେକ୍ଷାକୃତ ଛୋଟ ମାଛ —A kind of fresh water fish; Chirrhina Mrigala.
[ଦ୍ରଷ୍ଟବ୍ୟ —ଏହା ରୋହି ମାଛଠାରୁ ଲମ୍ୱରେ ଛୋଟ ଓ ଏହାର କାତିର ଦାଢ଼ ଈଷତ୍ କୃଷ୍ଣ ବର୍ଣ୍ଣ]