ମିରିଜା
ଦେଖଣା
ମିରିଜା
ଉଚ୍ଚାରଣ
[ସମ୍ପାଦନା](ମିର୍ଜା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୀର୍ଜା=ମୀର୍ ବା ଅମୀର୍ଙ୍କ ପୁତ୍ର)
[ସମ୍ପାଦନା]- ୧. ମୁସଲମାନ୍ ସମ୍ଭ୍ରାନ୍ତବଂଶୀୟ ବ୍ୟକ୍ତିଙ୍କର ଉପାଧିବିଶେଷ — ୧. A title of noble Mahomedans.
- ୨. ରାଜକୁମାର —୨. Prince.
- ୩. ମୋଗଲ୍ମାନଙ୍କ ବଂଶୋପାଧି ବିଶେଷ —. A family-title amongst the Moghuls.
- ୪. ତୈମୁର ବଂଶର ରାଜ— କୁମାରଙ୍କ ଉପାଧି — ୪. A llittle of the princes of Taimur's dynasty.