ମିରିଜେଇ
ଦେଖଣା
ମିରିଜେଇ
ଉଚ୍ଚାରଣ
[ସମ୍ପାଦନା]ମିରଜେଇ, ମିର୍ଜାଇ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫାରାସୀ - ମିର୍ଜାଇ)
[ସମ୍ପାଦନା]- ୧. କୁର୍ତ୍ତା — ୧. Coat.
- ୨. ତୁଳାଭରା କୁର୍ତ୍ତା — ୨. A cotton stuffed coat.
[ଦ୍ରଷ୍ଟବ୍ୟ —ଏ କୁର୍ତ୍ତାର ପୂରା ହାତ ଥାଏ, ଏହା ବେକଠାରୁ ଅଣ୍ଟା ପର୍ଯ୍ୟନ୍ତ ଲମ୍ୱିଥାଏ ଓ ଏଥିର ଦୁଇ ପାଖରୁ ଡ଼ୋରି ବନ୍ଧା ହୋଇ ଏହା ବନ୍ଦ କରାଯାଏ ]
[ଉ—ସାଟିନ୍ ମିରଜେଇ ତେମନ୍ତ ଭଲ ଲାଗିବ ନାହିଁ ରାଧାନାଥ. ବିବେକୀ ]