Jump to content

ମିର୍

ଉଇକିଅଭିଧାନ‌ରୁ

ମିର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା=ମର୍ଦାର; ପ୍ରଧାନ; ନେତା)

[ସମ୍ପାଦନା]
୧. ମୁସଲ— ମାନଙ୍କ ନାମ ପୂର୍ବରେ ଲାଗିବା ଉପାଧିବିଶେଷ — ୧. A title prefixed to the name of Mahomedans.
୨. ମୁସଲମାନ୍ ସୈୟଦ ଜାତିର ଉପାଧି —୨. The title of Syeds amongst the Mahomedans.
୩. ମୁସଲମାନଙ୍କ ଧର୍ମାଚାର୍ଯ୍ୟଙ୍କ ଉପାଧି —୩. Title of Mahomedan priests or preceptors.
୪. ସର୍ଦ୍ଦାର; ନେତା —୪. Head- man; leader.
୫. ଗଞ୍ଜାପାର ବା ତାସ୍ଖେଳର ସାହେବ ତାସ୍ —୫. The king card in the game of cards.
୬. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ପ୍ରତି— ଯୋଗିତାରେ ଯେ ବାହାଦୁରୀ ଦେଖାଏ —୬. (figurative) A person who is the winner or first man amongt competitors.