Jump to content

ମିର୍କିଟିଆ

ଉଇକିଅଭିଧାନ‌ରୁ

ମିର୍କିଟିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛିତ୍କିଆ—ବିପରୀତ)

ଦେଶଜ - ବିଶେଷଣ - (ସଂସ୍କୃତ - ମର୍କଟ)

[ସମ୍ପାଦନା]

କୃଶ; କ୍ଷୀଣ —Emaciated.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ମୃତାଶୌଚ — Impurity due to the death of a relative.