Jump to content

ମିର୍ଧା

ଉଇକିଅଭିଧାନ‌ରୁ

ମିର୍ଧା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଜାହାଜିଆ ଭାଷା)

[ସମ୍ପାଦନା]

(ମିର୍ଧା (ର୍ଦ୍ଧା)—ଅନ୍ୟରୂପ)

ଜାହାଜର ଖଲାସିମାନଙ୍କ ସର୍ଦ୍ଦାର ଓ ଗୋଦାମରକ୍ଷକ —Head of the menials in or purser of a ship.

(ଉ—ଶଙ୍କର ବେହେରା ମିର୍ଦ୍ଧା ପେଟରେ ଗୋଟିଏ ରାକ୍ଷସ ଯୋତାମିଶା ଯୋଡ଼ାଏ ଗୋଇଠା ମାରିଥିଲା ଫକୀରମୋହନ. ଗଳ୍ପସ୍ୱଳ୍ପ)