Jump to content

ମିର୍ କାସିମ୍

ଉଇକିଅଭିଧାନ‌ରୁ

ମିର୍ କାସିମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଇଂରେଜମାନଙ୍କ ମନୋନୀତ ବଙ୍ଗଦେଶର ଦ୍ୱିତୀୟ ନବାବ —Name of a Nawab of Bengal.

[ଦ୍ରଷ୍ଟବ୍ୟ —ମିର୍ କାସିମ୍ ମିରିଜାଫରଙ୍କର ଜୋଇଁ ଥିଲେ ଇଂରେଜମାନେ ଖ୍ରୀ. ୧୭୬: ସାଲରେ ମିରଜାଫରଙ୍କୁ ବଙ୍ଗର ନବାବ ପଦରୁ ତଡ଼ି ଏହାଙ୍କୁ ନବାବ କଲେ ଏ ଇଂରେଜମାନଙ୍କୁ ବନ୍ଧମାନ, ମେଦିନୀପୁର ଓ ଚଟ୍ଟଗ୍ରାମ ଜିଲ୍ଲାମାନ ଦେଲେ ଓ ମୁଙ୍ଗେରଠାରୁ ମୁର୍ଶିଦାବାଦକୁ ରାଜଧାନୀ ଉଠାଇ ନେଲେ ପରେ ଏହାଙ୍କ ସଙ୍ଗେ ଇଂରାଜଙ୍କର ବିବାଦ ହେବାରୁ ଏ ମୋଗଲ ସମ୍ରାଟ ସାହା ଆଲମ ଓ ଅଯୋଧ୍ୟାର ନବାବ ସାଆଦତ୍ ଖାଁଙ୍କ ସଙ୍ଗେ ମିଳି ଇଂରାଜଙ୍କ ସଙ୍ଗେ ଯୁଦ୍ଧ କର ଖ୍ରୀ. ୧୭୬୪:ରେ ବକ୍ସାରଠାରେ ପରାସ୍ତ ହେଲେ ଓ ଇଂରାଜମାନେ ଏହାଙ୍କୁ ପଦଚ୍ୟୁତ କରି ପୁଣି ମିରଜାଫରଙ୍କୁ ବଙ୍ଗର ନବାବ କଲେ ପ୍ରୋଥେରୋ, ଭାରତ ଇତିହାସ]