ମିର୍ ଜୁମ୍ଲା
ଦେଖଣା
ମିର୍ ଜୁମ୍ଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - ନାମ
[ସମ୍ପାଦନା]ସମ୍ରାଟ ଆଓରଙ୍ଗଜେବଙ୍କ ଅଧୀନ ସେନା— ପତି ଓ ସୁବେଦାର —Name of a general and governor under Emperor Aurangjib.
[ଦ୍ରଷ୍ଟବ୍ୟ —ଏ ପ୍ରଥମେ ଗୋଲକୁଣ୍ଡାର ରାଜା ଅବ୍ଦୁଲ୍ଲା କୁତବ୍— ସାହୀଙ୍କ ମନ୍ତ୍ରୀ ଥିଲେ ରାଜାଙ୍କ ସଙ୍ଗେ ମନୋମାଳିନ୍ୟ ଘଟିବାରୁ ଏ ପେଳାଇ ଯାଇ ଆଓରଙ୍ଗାଜେବ୍ଙ୍କଠାରେ ଶରଣା— ପନ୍ନ ହୋଇ ସମ୍ମାନିତ ହେଲେ ଆରଙ୍ଗଜେବ୍ ଏହାଙ୍କୁ ବଙ୍ଗର ସୁବାଦାର୍ କରିଥିଲେ ଏ କୁତବିହାର ଓ ଆସାମକୁ ଆକ୍ରମଣ କରି ଆଧିକାର କରିଥିଲେ; ଏହାଙ୍କ ମୃତ୍ୟୁ ଖ୍ରୀ ୧୬୬୩:ରେ ଘଟିଥିଲା ପ୍ରୋଥେରୋ. ଇତିହାସ]