Jump to content

ମିର ଜାଫର

ଉଇକିଅଭିଧାନ‌ରୁ

ମିର ଜାଫର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ନାମ

[ସମ୍ପାଦନା]

ଇଂରେଜଙ୍କଦ୍ୱାରା ମନୋନୀତ ବଙ୍ଗ ଦେଶର ପ୍ରଥମ ନବାବ —Name of a Nawab od Bengal.

[ଦ୍ରଷ୍ଟବ୍ୟ —ଏହାଙ୍କୁ ଇଷ୍ଟ୍ ଇଣ୍ଡିଆ କମ୍ପାନୀଙ୍କ ସେନାପତି କ୍ଳାଇବ୍ ସିରାଜ୍ଉଦ୍ଦୌଲାଙ୍କ ପରେ ବଙ୍ଗଳାର ନବାବ କରିଥିଲେ ଏ ଇଂରାଜମାନଙ୍କୁ ସିରାଜୁଦୌଲାଙ୍କ କଲିକତା ଅବରୋଧ ପାଇଁ କ୍ଷତିପୂରଣ ସ୍ୱରୂପ ୧ କୋଟି ୭ ଲକ୍ଷ ଟଙ୍କା ଦେଲେ ପରେ ଏ ଡଚ୍ମାନଙ୍କ ସଙ୍ଗେ ଇଂରେଜଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ ଓ ଇଂରାଜମାନେ ଏହାଙ୍କୁ ସିଂହାସନ ଚ୍ୟୁତ କଲେ ଏବଂ ଏହାଙ୍କ ଜୋଇଁ ମିର୍ କସିମ୍ଙ୍କୁ ନବାବ କଲେ ପରେ ଇଂରାଜିଙ୍କ ସଙ୍ଗରେ ମିର୍ କାଶିମଙ୍କର ଯୁଦ୍ଧ ହେବାରୁ ଇଂରାଜମାନେ ପୁଣି ମିର୍ ଜାଫରଙ୍କୁ ନବାବ କଲେ ଓ ଖ୍ରୀ ୧୭୬୫:ରେ ଏହାଙ୍କୁ ମୃତ୍ୟୁ ହେବାରୁ ଏହାଙ୍କର ଅନ୍ତର ପୁଅ ନାଜମ୍ଉଦୌଲା ବଙ୍ଗର ନବାବ ହେଲେ ପ୍ରୋଥେରୋଇତିହାସ]