Jump to content

ମିଲିକ୍ୟତି

ଉଇକିଅଭିଧାନ‌ରୁ

ମିଲିକ୍ୟତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(କଚରିଆ)—(ଫାରାସୀ - ମିଲ୍କିୟତ୍)

[ସମ୍ପାଦନା]
୧. ଭୂସମ୍ପତ୍ତି; ଭୂସ୍ୱତ୍ୱ —୧. Landed property.
୨. ସମ୍ପତ୍ତରେ ସ୍ୱତ୍ୱ —୨. Ownership; proprietory right.
୩. ଜମିଦାରୀ —୩. Zamindary.