Jump to content

ମିଲ୍

ଉଇକିଅଭିଧାନ‌ରୁ

ମିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମିଲ୍)

[ସମ୍ପାଦନା]

ଲୁଗାଆଦିର କଳ —Cotton mill; flour-mill etc.

[ଦ୍ରଷ୍ଟବ୍ୟ —ଯେଉଁ କଳରେ ଯେଉଁ କାମ ବା ବସ୍ତୁର ବ୍ୟବହାର ହୁଏ ସେହି ବସ୍ତୁର ଇଂରାଜୀ ନାମ ପରେ ଏ ଶବ୍ଦ ଲାଗେ ଯଥା—ଜୁଟ୍ମିଲ୍=ଝୋଟକୋଳ; ରାଲ୍ସ୍ମିଲ୍=ଚାଉଳକଳ; ବିଣ୍ଡମିଲ୍= ବାୟୁଚଳିତ କଳ; ଫ୍ଲୋରମିଲ୍= ଅଟାପେଶାକଳ ହାଣ୍ଡମିଲ୍= ହାତଚଳା କଳ; କ୍ଲଥ୍ମିଲ୍= ଲୁଗାବୁଣା କଳ; କଟନ୍ମିଲ= ତୁଳାରୁ ସୁତା କାଟିବା କଳ ]