Jump to content

ମିଳମିଳା

ଉଇକିଅଭିଧାନ‌ରୁ

ମିଳମିଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କ୍ଷୁଦ୍ର ବସନ୍ତ ରୋଗ; ସବିମ୍ଫୋଟକ ରୋଗ ବିଷ —Measless; ham' Morbilli; mamern; roseola.

[ଦ୍ରଷ୍ଟବ୍ୟ — ପ୍ରଥମେ ଜର ହେବା ପରେ ଦେହରେ ଛୋଟ ଘିମିରି ସ୍ଫୋଟକମାନେ ଏ ରୋଗରେ ବାହାରି ଯାଏ ଓ ଅଢ଼େଇ ଦିନ ପରେ ଏ ବ୍ରଣମାନ ଦେହରେ ମିଳେଇ ଯାଏ ]