Jump to content

ମିଳାଣ୍ଖସଡ଼ା

ଉଇକିଅଭିଧାନ‌ରୁ

ମିଳାଣ୍ଖସଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବି—ସେଟଲମେଣ୍ଟ ବିଭାଗରେ ବ୍ୟବହୃତ ଶବ୍ଦ

ରାଜସ୍ୱ ବନ୍ଦବସ୍ତରେ କର୍ମଚାରୀମାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ମୌଜାର ଭୂମିମାନଙ୍କର କ୍ରମିକ ବିବରଣ ଲିପିବଦ୍ଧ ହୋଇଥିବା ରେଜିଷ୍ଟରି — Milan khasra; aregister showing the details of the consecutive plots of a village; prepared in the course of a revenue settlement.