ମିଳାପ
ଦେଖଣା
ମିଳାପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମିଳ୍ ଧାତୁ)
[ସମ୍ପାଦନା]- ୧. ମିଳନ; ମିଳାମିଶା; ମେଳ — ୧. Mixing together; accord; concord.
- ୨. ମେଳାପ; ସୌହାର୍ଦ୍ଦ; ବନ୍ଧୁତା —୨. Friendship; attachment.
[ଉ— ବିମଳା ଦେଈ ଆଉ କମଳା ଦେଈଙ୍କ ମଧ୍ୟରେ ସିମିତି ମିଳାପ ଫକୀରମୋହନ. ଗଳ୍ପସ୍ୱଳ୍ପ ]
- ୩. ସାକ୍ଷାତ୍ ପରିଚୟ —୩. Acquaintance.