ମିଳିତ
ଦେଖଣା
ମିଳିତ
ଉଚ୍ଚାରଣ
[ସମ୍ପାଦନା](ମିଳିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - .ବିଣ—(ମିଳ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. କୃତସାକ୍ଷତ୍କାର; ଭେଟା ଭେଟି ହୋଇଥିବା; ପରସ୍ପର ସଙ୍ଗେ ସଂଯୁକ୍ତ — ୧. Joined toghter; met; come into contact.
- ୨. ଅର୍ଜିତ —୨. Earned; acquired.
- ୩. ପ୍ରାପ୍ତ —୩. Got; obtained;
- ୪. ଯୁକ୍ତ —୪. Untied.
- ୫. ମିଶ୍ରିତ —୫. Mixed.
- ୬. ଏକତ୍ରୀକୃତ —୬. Gathered toghter; congregated.
- ୭. ପରସ୍ପର ସମ୍ୱନ୍ଧ —୭. Correlated.
- ୮. ସ୍ପର୍ଶ କରିଥିବା —୮. Touched; touching.