ମିଳିବା
ଦେଖଣା
ମିଳିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଜାଶପୁର)କ୍ରିୟାପଦ -
[ସମ୍ପାଦନା]ମିଳିବା (ଦେଖ) - Miḻibā (See)
ମିଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ମିଳ୍ ଧାତୁ)
[ସମ୍ପାଦନା]- ୧. ମିଶାହେବା —୧. To be mixed with.
- ୨. ମିଳିତ ହେବା —୨. To join; to be untied to.
[ଉ— ମିଳ ଏ ସମରେ ଆସି କରେ ଶସ୍ତ୍ର ଧରି ରାଧାନାଥ. ବେଣୀ ସଂହାର]
- ୩. ସଂଯୁକ୍ତ ହେବା —To be joined with.
- ୪. ଜୁ଼ଟିବା; ହାବୁଡ଼ିବା; ଭେଟିବା —୪. To meet.
[ଉ—ରାଧା ସମୟେ ମିଳି ଗଲେ ପଥେ ପ୍ରାଚୀ. ରସବାରିଧି ]
- ୫. ଲବ୍ଧ ହେବା; ଲାଭ ହେବା —୫. To be received.
- ୬. ହସ୍ତଗତ ହେବା; ପ୍ରାପ୍ତ ହେବା — ୬. To be received or got.
[ଉ—ଜାଣ ସବୁ ସମ୍ପତ୍ତି ମୋତେ ମିଳିଲାରେ କବିସୂର୍ଯ୍ୟ. ସଂସ୍କୃତ - ]
- ୭. ପହଞ୍ଚିବା; ଆସି ଉପସ୍ଥିତ ହେବା — ୭. To arrive at a place; to reach a place.
[ଉ—କାର୍ତ୍ତିକ ଗଣପତି ଦୁଇ, ପ୍ରେମ ପଞ୍ଚାମୃତ ]
- ୮. ସ୍ପର୍ଶ କରିବା —୮. To touch.
- ୯. (ମତ) ଏକ ହେବା —୯. To agree with.