ମିଳିଯିବା
ଦେଖଣା
ମିଳିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଳିଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଶ୍ଚିତରୂପେ ପ୍ରାପ୍ତ ହେବା —୧. To be got at last.
- ୨. ମିଳିତ ହେବା — ୨. To be united with.
- ୩. ଦୁଇଜଣଙ୍କର ବିବାଦ ମୀଂମାସା ହୋଇ ସୌହାର୍ଦ୍ଦ୍ୟ ସ୍ଥାପିତ ହେବା —୩. To be reconciled with each other.
- ୪. ମିଳାଇଯିବା — ୪. To dissolve.
(ଉ—ପୂର୍ବରୁ ତ ମହୀଟି ପୋ଼ଡ଼ିଯାଇଥିବା, ଜଳଧାରା ପଡ଼ିବା କ୍ଷଣି ମିଳିଯିବ—କୃଷ୍ଣସିଂହ. ମହାଭାରତ ବନ )