Jump to content

ମିଶଲ

ଉଇକିଅଭିଧାନ‌ରୁ

ମିଶଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମିସ୍ଲ୍, ମିସଲ=ନଥି)

[ସମ୍ପାଦନା]
୧. ମକଦ୍ଦମାର ନଥି; କୌଣସି ମକଦ୍ଦମା ସମ୍ପର୍କୀୟ ସମସ୍ତ କାଗଜ ପତ୍ର —୧. File or record of a case.
୨. ଅଦାଲତାରେ ବିଚାରପତିଙ୍କ ବସିବାର ସ୍ଥାନ ବା ମଞ୍ଚ; ବିଚାରାସନ —୨. The raised platform on which a judge takes his seat; the Bench.
୩. ଅଦାଲତ ଗୃହ — ୩. The court-house.; court.
୪. ମିସଲରେ ବସି ବିଚାରପତିଙ୍କ ବିଚାର କରିବାର ଏକ- ଥର (ଗଞ୍ଜମରେ, ହେରିଙ୍ଗୁ —Hearing)—୪. One sitting of a court; one hearing of a case.

[ଉ—ଓକିଲ ବାବୁ ମିଶଲ୍କେ ଏକ ମୋହର୍ ଫିସ୍ ନିଅନ୍ତି]

୫. ସ୍ୱତନ୍ତ୍ର ନାୟକଙ୍କ ଅଧୀନ ସ୍ୱତନ୍ତ୍ର ଶିଖମାନଙ୍କ ଦଳ —୫. A number of Sikhs following a partcular leader.