Jump to content

ମିଶଲ୍ ଜମିବା

ଉଇକିଅଭିଧାନ‌ରୁ

ମିଶଲ୍ ଜମିବା

ଉଚ୍ଚାରଣ

[ସମ୍ପାଦନା]

(ମିସଲ୍ ବସିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଚାରପତିଙ୍କ ବିଚାର କରିବା ସମୟରେ ଅଦାଲତରେ ପକ୍ଷ ଓ କର୍ମଚାରୀ ଆଦି ସମବେତ ହେବା —The holding of a full court.