Jump to content

ମିଶା ମିଶି

ଉଇକିଅଭିଧାନ‌ରୁ

ମିଶା ମିଶି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଶ୍ରଣ)

[ସମ୍ପାଦନା]
୧. ମିଶ୍ରଣ —୧. Mixing up.
୨. ମିଳାମିଶା; ମିଳିମାଲ୍; ଐକ୍ୟ; ସୌହାର୍ଦ୍ଦ୍ୟ —୨. Intimate friendship; unision.
୩. ବିବାଦ ପରେ ସଂଖ୍ୟ ସ୍ଥାପନ — ୩. Reconciliation
୪. ବହୁ ଦ୍ରବ୍ୟକୁ ମିଶାଇବା —୪. Mixing together of many things.
୫. ଭେଟାଭେଟି —୫. Interview; union.

ବିଶେଷଣ -

[ସମ୍ପାଦନା]
୧. ବହୁ ଦ୍ରବ୍ୟର ମିଶ୍ରଣରେ ଉତ୍ପନ୍ନ; ମିଶ୍ରିତ — ୧. Mixed up; resulting from a mixture.

[ଦ୍ରଷ୍ଟବ୍ୟ —ହାସ୍ୟ ରୋଦନ ମିଶାମିଶି, ଯେ ଭାବ ତାର ଦେହେ ଦିଶି ଭୁପତି ପ୍ରେମପଞ୍ଚାମୃତ )

୨. ଭେଟା ଭେଟି —୨. Meeting each other.

(ଉ—ସେ କାଳେ ଗୁରୁ ଶିଷ୍ୟ ହୋଇ ମିଶାମିଶି, ହେଲେ ଶରମୁନ ଦେହରେ କଷାକଷି କୃଷ୍ଣସିଂହ. ମହାଭାରତ. ବିରାଟ )