ମିଶା ରୁଟୀ
ଦେଖଣା
ମିଶା ରୁଟୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମିଶ୍ରିତ+ରୋଟିକା)
[ସମ୍ପାଦନା]- ୧. ନାନା ଶସ୍ୟରୁ ଚୂନାରେ ପ୍ରସ୍ତୁତ ରୁଟି — ୧. Flat bread—roll made from mixed flours.
- ୨. ଗରମ ପାଉଁଶରେ ପୋତା ଯାଇ ସିଦ୍ଧ କରା ଯାଇଥିବା ଅଟାଇ ଗୋଳା; ବାଟୀ — ୩. Cake-balls or bread-balls dressed by putting them inside a heap of hot ashes.