ମିଶୁଆ
ଦେଖଣା
ମିଶୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମିଶୁଆଣ, ମିଶୁଆଣିଆ, ମିଶୁଆଳ, ମିଶୁଆଳିଆ—ଅନ୍ୟରୂପ)
(ମିଶୋଈ, ମିଶୁଆଣୀ, ମିଶୁଆଳ, ମିଶୁଆଳୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମିଶ୍ର ଧାତୁ)
[ସମ୍ପାଦନା]ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କ ସଙ୍ଗେ ମିଳାମିଶା କରିବାକୁ ସୁଖ ପାଏ — Sociable; affable; disposed to mix with other people.