ମିଶ୍
କୁମାରୀଙ୍କ ନାମ ପୂର୍ବେ ଲାଗିବା ଉପାଧି —Miss; a title prefixed to the names of maidens.
[ଦ୍ରଷ୍ଟବ୍ୟ —ଶ୍ୱେତାଙ୍ଗକୁମାରୀ ଓ ପାଶ୍ଚାତ୍ୟ ରୀତିରେ ଶିକ୍ଷିତା ଭାରତୀୟା କୁମାରୀଙ୍କ ନାମ ପୂର୍ବେ ଏ ଶବ୍ଦ ଲାଗେ ]