ମିଶ୍ରକ
ଦେଖଣା
ମିଶ୍ରକ
ଉଚ୍ଚାରଣ
[ସମ୍ପାଦନା](ମିଶ୍ରକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମିଶ୍ରଧାତୁ+ଅଧିକରଣ କ)
[ସମ୍ପାଦନା]- ୧. (ଯେଉଁଠାରେ ଦେବଗଣ ମିଳିତ ହୁଅନ୍ତି) ସ୍ୱର୍ଗର ଉଦ୍ୟାନ; ଦେବୋଦ୍ୟାନ;ଦେବତାଙ୍କର ଉପବନ —୧. A garden of paradise; a garden of the gods.
- ୨. ସଙ୍ଗୀତ ବିଶେଷ —୨. Name of a kind of song.
- ୩. (+ କର୍ମ ଅକ) ଔଷର ଲବଣ —୩. Salt prepared from saline earth.
- ୪. ଏକ ପ୍ରକାର ରଙ୍ଗ (ହିନ୍ଦୀ - ଶ) —୪. A kind of tin.
- ୫. (ମିଶ୍ର ଧାତୁ+କର୍ତ୍ତୃ. ଅକ)—ମିଶ୍ରଣକାରୀ ବ୍ୟକ୍ତି —୫. Compounder; one who mixes up things.
- ୬. ମଧ୍ୟରୂପେ ପାରଦର୍ଶୀ ଗାୟକ — ୬. A medium singer.
- ୭. ପଣ୍ୟ ଦ୍ରବ୍ୟରେ ଯେ ଅନ୍ୟ ବସ୍ତୁ ମିଶାଏ —୭. An adulterator of mercantile goods (Apte).
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. (ମିଶ୍ର ଧାତୁ +କର୍ତ୍ତୃ. ଅକ)—ମିଶ୍ରଣକାରୀ —୧. Mixing; adulterating.
- ୨. (+କର୍ମ. ଅକ)—ମିଶ୍ରିତ — ୨. Mixed (Apte).
- ୩. ବହୁ ବସ୍ତୁର ମିଶ୍ରଣରେ ଉତ୍ପନ୍ନ; ବାଜେ; ମିଶା ମିଶି —୩. Miscellaneous (Apte); mixed.