ମିଶ୍ରଣ
ଦେଖଣା
ମିଶ୍ରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମିଶ୍ର ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଏକାଧିକ ବସ୍ତୁକୁ ମିଶାଇବା; ଏକିକରଣ —୧. Act of mixing up; uniting many things; compounding; adulteration.
- ୨. (ଗଣିତ) ମିଶାଣ; ଯୋଗ; ଏକାଧିକ ସଂଖ୍ୟାର ଯୋଗକରଣ —୨. (Arithmetic). Addition.
- ୩. ମିଳନ; ସଂଯୋଗ —୩. Conjunction; meeting toghter; conglomeration.
- ୪. ଏକାଧିକ ବସ୍ତୁକୁ ମିସାଇବାଦ୍ୱାରା ପଦାର୍ଥ — ୪. Mixture; compound; admixture.
- ୫. ବହୁ ପଦାର୍ଥର ଏକତା ସମ୍ପାଦନ ; ଏକୀକରଣ — ୫. Unification.