Jump to content

ମିଶ୍ରିତ

ଉଇକିଅଭିଧାନ‌ରୁ

ମିଶ୍ରିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ମିଶ୍ର ଧାତୁ +କର୍ମ. ତ)

[ସମ୍ପାଦନା]
୧. ମିଳିତ; ମିଶା ଯାଇଥିବା —୧. Mixed up; compounded.
୨. ଏକତ୍ରୀଭୁତ —୨. Jumbled up; gathered up.
୩. ଯୁକ୍ତ — ୩. Joined with.
୪. (ବହୁବସଂଖ୍ୟା) ଯୋକ କରାଯାଇଥିବା —୪. Added up.