ମିଶ୍ର ଗୁଣନ
(ଗଣିତ) ମିଶ୍ରିରାଶିର ଗୁଣନ —(Mathematics) A compound multiplication.
[ଦ୍ରଷ୍ଟବ୍ୟ —ଏପିପରି ମିଶ୍ର ଯୋଗ; ମିଶ୍ର ବିଯୋଗ; ମିଶ୍ର ହରଣ; ମିଶ୍ର ଭାଗହାରା; ମିଶ୍ର ଭଗ୍ନାଂଶ; ମିଶ୍ର ଗୁଣନ; ମିଶ୍ର ସଂଙ୍କଳନ; ମିଶ୍ରବ୍ୟବକଳନ ଆଦି ଶବ୍ଦ ହୁଏ ]