ମିଷ
ଦେଖଣା
ମିଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମିଷ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ପ୍ରତିଯୋଗିତା; ସ୍ପର୍ଦ୍ଧା — ୧. Emulation; rivalry.
- ୨. ଛଳ; କପଟତା — ୨. Pretext; trick; fraud (Apte).
[ଉ— କିଶୋରୀଙ୍କର ମନ,—ମୀନକୁ ଏ ବଚନ, —ମିଷ ବଡ଼ିଶ ଲାଠି ଛାଟିଲେ—କବିସୂର୍ଯ୍ୟ. ସଙ୍ଗୀତ ]
- ୩. ବାହ୍ୟ ଚେହେରା; କପଟ ବେଶ —୩. False or outward appearance; disguise (Apte).
- ୪. ଦେଖିବା; ବଲ ବଲ କରି ଚାହିଁବା —୪. Starting; looking helplessly.
- ୫. ସେଚନ —୫. Sprinkling.
- ୬. ଈର୍ଷା (ପ୍ରକୃତିବାଦ) —୬. Envy; spite; malice.