Jump to content

ମିଷ୍ଟ

ଉଇକିଅଭିଧାନ‌ରୁ

ମିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମିଷ୍ ଧାତୁ= ସେବନ କରିବା+କର୍ମ. ତ)

[ସମ୍ପାଦନା]
୧. ମଧୁର ; ମିଠା; ସୁସ୍ୱାଦ —୧. Sweet; sugary.
୨. ମନୋମୋହକର —୨. Charming; agreeable; pleasant.
୩. ସିକ୍ତ —୩. Sprinkled; moistened.
୪. ସମୟୋଚିତ — ୪. Timely.
୫. ରନ୍ଧା— ଯାଇଥିବା; ସେକା ଯାଇଥିବା; ଭଜା ଯାଇଥିବା ବା ସିଝା
ଯାଇଥିବା (ହିନ୍ଦୀ - ଶ) —୫. Cooked; dressed; toasted, fried or boiled.

ବିଶେଷ୍ୟ -

[ସମ୍ପାଦନା]
୧. ମିଷ୍ଟାନ୍ନ; ମିଷ୍ଟଖାଦ୍ୟ; ମିଠାଇ —୧. Sweetmeat.
୨. ମଧୁର ରସ —Sweet taste.
୩. ମଧୁରତା — ୩. Sweetness.