ମିଷ୍ ଧାତୁ
ଦେଖଣା
ମିଷ୍ ଧାତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ସେଚନ କରିବା; ଛିଞ୍ଜିବା —୧. To sprinkle.
- ୨. ତୃପ୍ତ ହେବା —୨. To be contented.
- ୩. ବିବାଦ କରିବା —୩. To contend.
- ୪. ପ୍ରତିଯୋଗିତା କରିବା —୪. To emulate.
- ୫. ଆଖି ମେଲା କରିବା — ୫. To open the eyes; to Wink (Apte).
- ୬. ବଲ ବଲ କରି ଚାହିଁ ରହିବା — ୬. To look at; to look helpleasly (Apte).
- ୭. ଓଦା କରିବା; ଭିଜାଇବା —୭. To wet; to moisten (Apte).