ମିସନ୍
ଦେଖଣା
ମିସନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି(ଇଂରାଜୀ - ମିସନ୍)
[ସମ୍ପାଦନା]- ୧. ଧର୍ମପ୍ରଚାରକ ମଣ୍ଡଳୀ —୧. A company of persons engaged in a religious propaganda.
- ୨. ଧର୍ମପ୍ରଚାରାର୍ଥ ନିଯୋଗ —୨. Religious mission.
- ୩. ପ୍ରଚାରାଦି ବିଶେଷ କାର୍ଯ୍ୟ ସମ୍ପାଦନର ଭାର —୩. A mission
- ୪. ରାଜନୀତି ଉଦ୍ଦେଶ୍ୟରେ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରେରିତ ଦୂତ ମଣ୍ଡଳ —୪ . Political mission.