Jump to content

ମିସି

ଉଇକିଅଭିଧାନ‌ରୁ

ମିସି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମିସ୍ ଧାତୁ= ମାପ କରିବା+କର୍ମ ଇ, ଈ)

[ସମ୍ପାଦନା]
୧. ଶତ ପୁଷ୍ପା; ଶଉପ —୧. Dill seed; Pellcedanum Graveolaens.
୨. ଜଟାମାଂସୀ —୨. Indian spikenard.
୩. ପାନମହୁରୀ — ୩. Fennel.
୪. ମେଥି —୪. Fengreek.
୫. ରାତ୍ରି (ହି ଶ) —୫. Night.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମିସ୍= ତମ୍ୱା; ମୀସ୍ସୀ=ତାମ୍ରଘଟିତ; ତୁଳ. ସଂସ୍କୃତ - ମସୀ)

[ସମ୍ପାଦନା]
୧. ହୀରା କସ ଓ ତୃତିୟା ଯୋଗେ ପ୍ରସ୍ତୁତ ଦନ୍ତମଞ୍ଜନ ଗୁଣ୍ଡା — ୧. Power of copper-sulphate and green vitriol mixed up and used as tooth- powder; a black powder used as denrifice.

[ଦ୍ରଷ୍ଟବ୍ୟ —ଏହାକୁ ଦାନ୍ତରେ ଘଷିଲେ ଦାନ୍ତପାଖ କୃଷ୍ଣବର୍ଣ୍ଣ ହୁଏ ଏହା ମୁସଲମାନଙ୍କ ଅମଳରୁ ଭାରତୀୟ ନାରୀମାନେ ବ୍ୟବହାର କରିବାକୁ ଶିଖିଅଛନ୍ତି]

[ଉ—ମିଶି ଘଷିଥିବା ବିସିନୀ ଯେସନ, କରୁଥାଏ ଦାନ୍ତ୍ୟବର୍ଣ୍ଣ ଉଚ୍ଚାରଣ—ରାଧାନାଥ. ଦରବାର ]

୨. (ଇଂରାଜୀ - ମିସ୍) ଅବିବାହିତା ବାଳିକା; ମିସ୍ (ଦେଖ) - — Mis (See).

ଦେଶଜ - ଅ

[ସମ୍ପାଦନା]

ଏବଂ —And.

[ଉ—କୁନ୍ଦଜ କର୍ବୀର ଛୁରୀ— ଅନା, ମିଶି ନାଗେଶ୍ୱର ଦୟଣା—ଭୂପତି. ପ୍ରେମଞ୍ଚାମୃତ ]



ମିସି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମିସ୍)

[ସମ୍ପାଦନା]

ଅବିବାହିତ ବାଳିକା ବା କୁମାରୀଙ୍କ ନାମ ପୂର୍ବରେ ଲାଗିବା ପଦ —Miss (the word prefixed to the name of a maid).



ମିସି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମିଷି (ଦେଖ) - Mishi (See)

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ମିସ୍ (ଦେଖ) - —Mis (See)