ମିସ୍ତର୍
ଦେଖଣା
ମିସ୍ତର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ମିଷ୍ଟର୍ (ଦେଖ) - —Mishṭar (See)
ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]ଅଳ୍ପ ଛଡ଼ାଛଡ଼ି ଖୁବ୍ ମୋଟ ସମାନ୍ତର ରେଖାମାନ ଟଣା ଯାଇଥିବା ମୋଟ କାଗଜ ବା
ଅନୁବାଦ
[ସମ୍ପାଦନା]ମିସ୍ତର୍
|
କାଗଜର ତକ୍ତା — A pasteboard or thick sheet paper on which thick parallel lines are drawn at short intervals and over which, when a writing paper is put, the writer's lines follow the lines below.
[ଦ୍ରଷ୍ଟବ୍ୟ — ଏହି ମିସ୍ତଲତକ୍ତା ଉପରେ ପତଳା କାଗଜକୁ ପକାଇ ଲେଖିଲେ କାଗଜ ତଳେ ଥିବା ଉକ୍ତ ତକ୍ତାରେ ଅଙ୍କିତ ରେଖାମାନ ବାରି ହୋଇ ପଡ଼େ ଓ ସେହି— ଗାରମାନଙ୍କୁ ଠଉରାଇ କରି କାଗଜରେ ଅକ୍ଷର ଲେଖିଲେ ଧାଡ଼ିମାନ ବଙ୍କା ନ ହୋଇ ସମାନ୍ତର ହୁଏ ]