Jump to content

ମିସ୍ତ୍ରୀ

ଉଇକିଅଭିଧାନ‌ରୁ

ମିସ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ପ୍ରାଚୀନ ଇଂରାଜୀ ମିଷ୍ଟେର୍;ଇଂରାଜୀ - ମାଷ୍ଟର୍; ପର୍ଟୁଗୀଜ୍ ମେଷ୍ଟାର୍= ଗୁରୁ; ଶିଳ୍ପକର)

[ସମ୍ପାଦନା]
୧. କାରିଗର; ଶିଳ୍ପୀ —୧. Mechanic; artisan; craftsman.
୨. ରାଜ ମିସ୍ତ୍ରୀ —୨. Mason.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ବଢ଼େଇ, କମାର, ବଳ ଆଦିରେ କାମ କରିବା ବ୍ୟକ୍ତି ଓ କୋଠା ଓ ଅନ୍ୟକାମ କରିବା କାରିଗରଙ୍କ ପ୍ରତି ବ୍ୟବହୃତ ହୁଏ ]