Jump to content

ମିହିକା

ଉଇକିଅଭିଧାନ‌ରୁ

ମିହିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମିହ୍ ଧାତୁ= ସିକ୍ତ କରିବା+କର୍ତ୍ତୃ. ଇକ+ଆ)

[ସମ୍ପାଦନା]
୧. ଶିଶିର —୧. Dew.
୨. ନିହାର; ତୁଷାର; ହିମ — ୨. Frost.