ମିହିର
ଦେଖଣା
ମିହିର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମିହ୍ ଧାତୁ=ସେବକ କରିବା+କର୍ତ୍ତୃ. ଈର)
[ସମ୍ପାଦନା]- ୧. କିରଣମାଳା; ସୂର୍ଯ୍ୟ —୧. The sun.
- ୨. ପଣ୍ଡିତ — ୨. Leaned man.
- ୩. ଅର୍କ ଗଛ —୨. Calotropus Gigantea (plant).
- ୪. ମେଘ —୪. Cloud.
- ୫. ବାୟୁ —୫. Wind.
- ୬. ଚନ୍ଦ୍ର —୬. Moon.
- ୭. ମୁନି ବିଶେଷ; ବରାହଙ୍କ ପୁତ୍ର —୭. Name of a sage.
- ୮. ବରାହଙ୍କ ମିହିର; ବିକ୍ରମାଦିତ୍ୟଙ୍କ ନୃବରତ୍ନ- ମଧିରୁ ଜଣେ —୮. Name of a famous astrologer of the court of Bikramāditya.
- ୯. ତମ୍ୱା (ହିନ୍ଦୀ - ଶ) —୯. Copper.
- ୧. ରାଜା (ହିନ୍ଦୀ - ଶ) —୧୦. King.
- ୧୧. ବୃଦ୍ଧ ବ୍ୟକ୍ତି (ହିନ୍ଦୀ - ଶ.) — ୧୧. An old man. (Apte).
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ବୃଦ୍ଧ (ହିନ୍ଦୀ - ଶ) —Old.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କବିସୂର୍ଯ୍ୟ ବଳଦେବ ରଥ — A name of Kabisūrj̄ya Baḻadeba Ratha.
[ଦ୍ରଷ୍ଟବ୍ୟ —କବିସୂର୍ଯ୍ୟ ତାଙ୍କ ଭଣିତାରେ କେତେକ ସ୍ଥଳରେ ଅପଣାକୁ କବି ମିହିର କହି ଅଛନ୍ତି ]