ମିୟାଁଜୀ
ଦେଖଣା
ମିୟାଁଜୀ
ଉଚ୍ଚାରଣ
[ସମ୍ପାଦନା][ମିଆଁ (ୟାଁ, ଞ୍ଜା) ସାହି (ହେ)ବ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - ଓ ଅ (ଫା)
[ସମ୍ପାଦନା]- ୧. ମୁସଲମାନମାନଙ୍କ ପ୍ରତି ସମ୍ମାନ ବା ସ୍ନେହ ସମ୍ୱୋଧନ (=ମହାଶୟ) — Affectionate address to a Mahomedans.
- ୨. ମୁସଲମାନୀ ପ୍ରାଥମିକ ପାଠଶାଳାର ଶିକ୍ଷକ — ୨. The teacher of a primary Mahomedan school.