Jump to content

ମିୟୂର ଶିଖା

ଉଇକିଅଭିଧାନ‌ରୁ

ମିୟୂର ଶିଖା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍)— ମୟୂର ଚୂଡ଼ା; ମୟୂରର ମୁଣ୍ଡ ଉପରେ ବାହାରି ଥିବା କ୍ଷୁଦ୍ରର ପକ୍ଷଗୁଚ୍ଛ — The tuft of feather on the head of a peacock.
୨. (ବହୁବ୍ରୀହି) ପୁଷ୍ପ— ଶାକ ବିଶେଷ —Cockscomb (plant); Celosia Crestata.

[ଦ୍ରଷ୍ଟବ୍ୟ —ଏହି ଗୁଲ୍ମ ନାଲି ଖଡ଼ା ବା ଡେଙ୍ଗା କୋଶଳା ଶାଗ ପରି ଦେଖା— ଯାଏ ଏଥିର ନାଲି ପୁଷ୍ପମଞରୀ ଚେପଟା ହୋଇ କୁକୁଡ଼ାର ବା ମୟୂରର ଚୁଳ ପରି ଦେଖାଯାଏ ଏଥିର ଫୁଲ ଛୋଟ, ନାଲି ଓ ପଞ୍ଚଦଳ ଏକ ଜାତୀୟ ଗଛର ମଞ୍ଜରୀ ଓ ଫୁଲ ନାଲି, ଅନ୍ୟ ଏକ ଜାତିର ଧଳା ବୈଦଶାସ୍ତ୍ର ମତରେ ଏହା ଲଘୁ, ମଧୁର ରସ ଓ ପିତ୍ତ, କଫ, ଅତିସାର, ମୂତ୍ରକୃଚ୍ଛ ଓ ବାଳରୋଗ ନାଶକ ବୈଦ୍ୟକ ଗ୍ରନ୍ଥରେ ଏହା ଗୁଡ଼ୁତ୍ୟାଦି ବର୍ଗର ଅନ୍ତର୍ଗତ (ଦ୍ରବ୍ୟଗୁଣ; ଯୋଗେଶ୍ଚନ୍ଦ୍ର)]