ମୀନାକ୍ଷୀ
ଦେଖଣା
ମୀନାକ୍ଷୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମୀନ+ଅକ୍ଷି+ଈ; ବହୁବ୍ରିହୀ)
[ସମ୍ପାଦନା]- ୧. କୁବେରଙ୍କ କନ୍ୟା —୧. Name of a Kubera's daughter.
- ୨. ଗଣ୍ଡଦୁର୍ବା —୨. A sort of grass.
- ୩. ସତ୍ସ୍ୟାକ୍ଷୀ ସ୍ତ୍ରୀ (ପ୍ରକୃତିବାଦ) —୩. A woman with round eyes.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗ୍ରାମ ଠାକୁରାଣୀଙ୍କ ନାମ —Name of a popular Goddess.