Jump to content

ମୀନ କେତନ

ଉଇକିଅଭିଧାନ‌ରୁ

ମୀନ କେତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରିହୀ)

[ସମ୍ପାଦନା]
୧. ସମୁଦ୍ର —୧. Sea.
୨. ଜଳାଶୟ —୨. Tank.
୩. (ମୀନ ଚିହ୍ନିତ ବେତନ ଯାହାର; ବହୁବ୍ରିହୀ)—କନ୍ଦର୍ପ; ମଦନ; କାମଦେବ — ୩. Cupid (personified).

[ଦ୍ରଷ୍ଟବ୍ୟ —ଅନ୍ୟ ସଂସ୍କୃତ - ନାମ ମଦନ, ମନ୍ନଥ, ମାଚ, ପ୍ରଦ୍ୟୁମ୍ନ, କନ୍ଦର୍ପ ଦର୍ପକ, ଅନଙ୍ଗ, କାମ, ପଞ୍ଚିଶର, ସ୍ମର]