ମୀନ ଘାତୀ
ଦେଖଣା
ମୀନ ଘାତୀ
ଉଚ୍ଚାରଣ
[ସମ୍ପାଦନା](ମୀନ ଘାତିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୀନ+ହନ୍ ଧାତୁ+କର୍ତ୍ତୃ ଇନ୍; ୧ମା. : ୧ ବ.)
[ସମ୍ପାଦନା]ଯେ ମାଛ ମାରେ —Killing fishes.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବକ ପକ୍ଷୀ —The egret bird.
ମୀନ ଘାତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୀନ+ଆ+ହନ ଧାତୁ+କର୍ତ୍ତୃ.ଇନ୍)
[ସମ୍ପାଦନା]ମୀନ ବଧକାରୀ —Killing fish.
ବିଶେଷ୍ୟ -
[ସମ୍ପାଦନା]- ୧. ଜାଲୁଆ; କେଉଟ —୧. Fisherman.
- ୨. ବକପକ୍ଷୀ — ୨. The egret bird.