Jump to content

ମୀନ ରଙ୍କ

ଉଇକିଅଭିଧାନ‌ରୁ

ମୀନ ରଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୀନ+ରନ୍ କ୍; ରନ୍ଜ୍ ଧାତୁ=ବଧ କରିବା+ଅ)

[ସମ୍ପାଦନା]
୧. ମତ୍ସ୍ୟରଙ୍କ; ମାଛରଙ୍କା ପକ୍ଷୀ —୧. The ḳingfisher bird.
୨. ପାଣି କୁଆ —୨. The small cormorant.