Jump to content

ମୀମାଂସକ

ଉଇକିଅଭିଧାନ‌ରୁ

ମୀମାଂସକ

ଉଚ୍ଚାରଣ

[ସମ୍ପାଦନା]
(ମୀମାଂସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମୀମାଂସା+ଜ୍ଞାନାର୍ଥେ . କ, କିମ୍ୱା ମାନ୍ ଧାତୁ =ବାଚାର କରିବା+ଇଛାର୍ଥେ. ସନ୍ ବା ଦ୍ୱିତ୍ୱ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିଷ୍ପତ୍ତିକାରକ —୧. Deciding.
୨. ମୀମାଂସା ଶାସ୍ତ୍ରାଜ୍ଞ —୨. Versed in the Mīmāṁsā philosophy.

ବିଶେଷ୍ୟ -

[ସମ୍ପାଦନା]

କୌଣସି ବିବାଦର ବା ପ୍ରଶ୍ନର ସମାଧାନକାରୀ ବ୍ୟକ୍ତି —A person deceding a matter or soloving a problem.