Jump to content

ମୀର

ଉଇକିଅଭିଧାନ‌ରୁ

ମୀର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମି ଧାତୁ+ସଂଜ୍ଞାର୍ଥେ ର)

[ସମ୍ପାଦନା]
୧. ପର୍ବତ ପ୍ରାନ୍ତ — ୧. The enbd of a mountian.
୨. ସମୁଦ୍ର — ୨. The sea.
୩. ସୀମା —୩. Biundary; limit.
୪. ପାନୀୟ —୪. Drink; liquid.
୫. ଜଳ — ୫. Water.