ମୁଅଜନ୍
ଦେଖଣା
ମୁଅଜନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଅଜ୍ଜନ)
[ସମ୍ପାଦନା]ଯେ ଅଜାନ୍ ଦିଏ; ଯେ ମସ୍ ଜିଦ୍ର ଚୂଡ଼ାରେ ଠିଆ ହୋଇ ମୁସଲମାନ ମାନଙ୍କୁ ନମାଜ କରିବାକୁ ଉଚ୍ଚୈଃସ୍ୱରରେ ଡାକେ (ଅଜାନ୍) ଦେଖ —The person who calls aloud to the Mahommedans from the top of the mosque to prayer at ୫ fixed periods of the day and night.